
H3N2 Influenza Virus Symptoms | Health Ministry Issues Warning | Corona Virus | Covid-19 | ICMR
The H3N2 virus is spreading out slowly. 90 positive cases have been reported while two people have died in Haryana and Karnataka due to infection with this virus. The Union Health Ministry has warnd all the states to stay alert. Meanwhile, the state health department has issued an advisory.
ଧୀରେ ଧୀରେ କାୟା ମେଲାଉଛି H3N2 ଭାଇରସ୍। ଏହି ଭାଇରସରେ ସଂକ୍ରମିତ ହୋଇ ହରିୟାଣା ଓ କର୍ଣ୍ଣାଟକରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୦ଟି ପଜିଟିଭ୍ କେସ୍ ସାମ୍ନାକୁ ଆସିଛି । ସତର୍କ ରହିବାକୁ ସବୁ ରାଜ୍ୟକୁ ଆଲର୍ଟ କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ।….
ଏହାରି ଭିତରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏକ ନିର୍ଦେଶାବଳି ଜାରି କରିଛି। କୁହାଯାଉଛି କି କୋଭିଡ ପ୍ରଭାବିତଙ୍କ ବ୍ଯକ୍ତିଙ୍କୁ ଏହି ଭାଇରସ୍ ଶୀଘ୍ର ସଂକ୍ରମିତ କରିପାରୁଛି ।…
#H3N2 #virus #infection #News18Odialive #OdiaNews #ଆଜିରନ୍ୟୁଜ #LiveNews #OdiaSamachar #odishanews #oriyanews
News18 Odia is one of the India’s leading news channel. Please follow up page to watch live and breaking news with latest videos added every hour.
News18 ଓଡ଼ିଆ ହେଉଛି ଓଡିଶା ର ନାମୀ ଦାମୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ . ଓଡିଶାର ଛୋଟ ମୋଟ ଖବର ଆପଣ ପାଇଁ ପାରିବେ ଏହି ଚ୍ୟାନେଲ ମାଧ୍ୟମରେ
Please visit our website for latest opinions and detailed news coverage.
Follow us on
Facebook:
Twitter:
Website:
Subscribe our channel to get latest news and updates